Please Wait

Commercial Projects

I. Shopping Complex at Konark.

A shopping complex at Konark has been undertaken by erstwhile PKRIT (now PKDA). Over an area of Ac.0.46 dec, in Mz: Konark. The shops have been allotted to the beneficiaries since 1990-91. The following sizes of shops have been constructed.

Sl. No Name of The Project Size No of Unites
1 Konark Market Complex Scheme. 8’x10” 34 nos.
2 10’x10” 38 nos.
3 10’x16” 10 nos.
4 10’x22” 18 nos.
Total: 98 nos.

(* One shop of size 10’x22” has been used as extension office of PKDA)

II. SMHA Market Complex.

28 nos of different sizes of shops in S.M.H.A.Scheme have been completed and allotted to the beneficiaries since-1990. The Scheme has been constructed over a part of plot of SMHA Scheme. The following are the sizes of the shops allotted.

Sl. No Name of The Project Size No of Unites
1 SMHA Market Complex Scheme. 6’x8” 05 nos.
2 8’x10” 14 nos.
3 10’x12” 9 nos.
Total: 28 nos.

III. Mini Kalyan Mandap within SMH.A. Scheme.

A Mini Kalyan Mandap within the premises of SMHA Scheme has been developed and leased out to the private entry for 15 years.

IV. Tourist Home.

A Tourist Home Complex has been constructed over an extant of land measuring Ac. 0.144 dec. The building has been leased out to the Heald l Deptt. For 15 years with annual charges of Rs. 4,09,000/-

V. Bus stand at Konark

A Bus stand has been constructed at Konark along with the Market Complex of Konark. The Bus stand has been constructed by erstwhile PKRIT (now PKDA) has been handed over Konark NAC.

ବାଣିଜ୍ୟିକ ପ୍ରକଳ୍ପଗୁଡିକ:

I. କୋଣାର୍କଠାରେ ସପିଂ କମ୍ପ୍ଲେକ୍ସ

କୋଣାର୍କଠାରେ ଏକ ସପିଂ କମ୍ପ୍ଲେକ୍ସ ପୂର୍ବତନ PKRIT (ବର୍ତ୍ତମାନ PKDA) ଦ୍ୱାରା ନିର୍ମାଣ କରାଯାଇଛି | ମୌଜା କୋଣାର୍କ ଠାରେ Ac.0.46 dec ର ଏକ କ୍ଷେତ୍ର ଉପରେ ଏହି ସପିଂ କମ୍ପ୍ଲେକ୍ସ ଟି ନିର୍ମାଣ କରାଯାଇଅଛି | 1990-91 ମସିହା ପରଠାରୁ ଏଠାରେ ହିତାଧିକାରୀମାନଙ୍କୁ ଦୋକାନ ଆବଣ୍ଟନ କରାଯାଇଛି | ନିମ୍ନଲିଖିତ ଆକାରର ଦୋକାନଗୁଡ଼ିକ ନିର୍ମାଣ କରାଯାଇଛି |

କ୍ର ସଂଖ୍ୟା ପ୍ରକଳ୍ପର ନାମ ଆକାର ସଂଖ୍ୟା
1
କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ସ୍କିମ୍
8’x10” 34 nos.
2 10’x10” 38 nos.
3 10’x16” 10 nos.
4 10’x22” 18 nos.
ମୋଟ: 98 nos.

(* • ଏଥି ମଧ୍ୟ ରୁ 10’x22’ ଆକାରର ଏକ ଦୋକାନ ଗୃହକୁ ପିକେଡିଏ ର ପରିବର୍ଦ୍ଧିତ କର୍ଜୟାଳୟ ଭାବରେ ବ୍ୟବହାର କରାଯାଉଛି |)

II. SMHA ମାର୍କେଟ କମ୍ପ୍ଲେକ୍ସ

SMHA ଯୋଜନାରେ ବିଭିନ୍ନ ଆକାରର 28 ଗୋଟି ଦୋକାନ ଗୃହ ନିର୍ମାଣ କରାଯାଇଅଛି , 1990 ମସିହାରେ ହିତାଧିକାରୀ ମାନଙ୍କୁ ଏହି ଦୋକାନ ଗୃହ ଗୁଡିକ ଆବଣ୍ଟନ କରାଯାଇ ଅଛି | ନିମ୍ନଲିଖିତ ଆକାରର ଦୋକାନଗୁଡ଼ିକ ନିର୍ମାଣ କରାଯାଇଛି|

କ୍ର ସଂଖ୍ୟା ପ୍ରକଳ୍ପର ନାମ ଆକାର ସଂଖ୍ୟା
1 SMHA ମାର୍କେଟ କମ୍ପ୍ଲେକ୍ସ ସ୍କିମ୍ 6’x8” 05 nos.
2 8’x10” 14 nos.
3 10’x12” 9 nos.
ମୋଟ: 28 nos.

III. SMHA ମଧ୍ୟରେ ମିନି କଲ୍ୟାଣ ମଣ୍ଡପ ଯୋଜନା

SMHA ସ୍କିମ୍ ପରିସରରେ ଏକ ମିନି କଲ୍ୟାଣ ମଣ୍ଡପ ବିକଶିତ ହୋଇ 15 ବର୍ଷ ପାଇଁ ଘରୋଇ ନିବେଶକାରୀଙ୍କୁ ଲିଜ୍ ଦିଆଯାଇଛି |

IV. ଟୁରୀଷ୍ଟ ହୋମ .

0.144 ଡ଼ିସିମିଲ ପରିମିତ ଜମି ଉପରେ ଏକ ଟୁରିଷ୍ଟ ହୋମ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି | 15 ବର୍ଷ ନିମନ୍ତେ ଏହି କୋଠା ଟିକୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଛି |

V. କୋଣାର୍କରେ ବସ୍ ଷ୍ଟାଣ୍ଡ |

କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ସହିତ କୋଣାର୍କଠାରେ ଏକ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଇଛି | ବସ୍ ଷ୍ଟାଣ୍ଡର ପରିଚାଳନା ଭାର PKRIT (ବର୍ତ୍ତମାନ PKDA) ଦ୍ୱାରା କୋଣାର୍କ NAC କୁ ହସ୍ତାନ୍ତର କରାଯାଇଛି |

Residential Projects:

I. Siddha Mahavir Housing Accommodation Scheme (SMHA)

A housing scheme named as Siddha Mahavir Housing Accommodation Scheme (SMHA). Comprising 563 different category of residential dwelling until e.g EWS, LIG, MIG-I,MIG-II have been undertaken by the erstwhile PKRIT(now PKDA) and allotted to the beneficiaries in the year from 1990. The scheme has been executed over area of Ac. 11.00 of Govt. Land (Municipal land) with respect to plot No. 1050(P) in Mz: Balukhand. The category & nos of Houses are given below:

Sl.No. Category Noumbers of Houses
1 E.W.S 262
2 L.I.G 223
3 M.I.G-I 48
4 M.I.G-II 30
6 Total 563

II. Nandighosh Enclave.

PKDA has undertaken another composite Housing Scheme captioned on “Nandighosh Enclave” over an area of Ac. 0.846 dec. in plot No. 53 (P), Mz: Goudabada Sahi,Puri. The project has been undertaken on joint venture basis with 69.9 : 30.1% ratio. A total 112 different size of flats has been completed out of which 34 flats are PKDA share. The details are given below.

Sl. No Category Size No of Unites
1 A 62450 23
2 B 741 Sqr. Ft 3
3 C 1248 Sqr. Ft 4.
4 D 1365 Sqr. Ft 4.
Total: 34 (PKDA Share)
ଆବାସିକ ପ୍ରକଳ୍ପଗୁଡିକ:

I. ସିଦ୍ଧ ମହାବୀର ହାଉସିଂ ଆବାସ ଯୋଜନା (SMHA)

ସିଦ୍ଧ ମହାବୀର ହାଉସିଂ ଆବାସ ଯୋଜନା (SMHA) ନାମକ ଏକ ଗୃହ ଯୋଜନା | 563 ଗୋଟି ବିଭିନ୍ନ ବର୍ଗର ଆବାସିକ ବାସଗୃହ ଯଥା EWS, LIG, MIG-I, MIG-II ପୂର୍ବରୁ PKRIT (ବର୍ତ୍ତମାନ PKDA) ଦ୍ୱାରା ନିର୍ମାଣ କରାଯାଇଛି ଏବଂ 1990 ମସିହାରୁ ହିତାଧିକାରୀମାନଙ୍କୁ ଆବଣ୍ଟନ କରାଯାଇଛି । ମୌଜା: ବାଲୁଖଣ୍ଡରେ ପ୍ଲଟ୍ ନମ୍ବର 1050 (P) ଠାରେ 11.00 ଏକର ପରିମିତ ଜମି (ମ୍ୟୁନିସିପାଲିଟି ଜମି) ଉପରେ ଏହି ଆବାସିକ ପ୍ରକଳ୍ପ ଟି ନିର୍ମାଣ କରାଯାଇଅଛି | ଘରଗୁଡିକର ବର୍ଗ ଏବଂ ସଂଖ୍ଯା ନିମ୍ନରେ ପ୍ରଦତ୍ତ କରାଗଲା :

କ୍ରମିକ ସଂଖ୍ୟା ବର୍ଗ ସଂଖ୍ୟା
1 E.W.S 262
2 L.I.G 223
3 M.I.G-I 48
4 M.I.G-II 30
ମୋଟ: 563

II. ନନ୍ଦିଘୋଷ ଏନକ୍ଲେଭ୍

“ନନ୍ଦିଘୋଷ ଏନକ୍ଲେଭ୍” ନାମରେ PKDA ତରଫରୁ ଅନ୍ୟ ଏକ କମ୍ପୋଜିଟ୍ ହାଉସିଂ ସ୍କିମ୍ ନିର୍ମାଣ କରାଯାଇଛି , ଯାହାକି ମୌଜା: ଗୌଡୱାଡ ସାହି, ପୁରୀ ଠାରେ ପ୍ଲଟ୍ ନମ୍ବର 53 (P) ରେ ଏ 0.846 ଡ଼ିସି ପରିମିତ ଜମି ଉପରେ ନିର୍ମାଣ କରାଯାଇଅଛି । 69.9 % : 30.1 % ଅନୁପାତ ରେ ଘରୋଇ ଉଦ୍ୟକ୍ତାଙ୍କ ମିଳିତ ଭାଗୀଦାରୀ ଭିତ୍ତିରେ ଏହି ପ୍ରକଳ୍ପ କରାଯାଇଛି | ସମୁଦାୟ 112 ଗୋଟି ବିଭିନ୍ନ ଆକାରର ଫ୍ଲାଟଗୁଡିକ ମଧ୍ୟରୁ 34 ଟି ଫ୍ଲାଟର PKDA ଅଂଶୀଦାର ଅଟେ |

ସବିଶେଷ ବିବରଣୀ ନିମ୍ନରେ ଦିଆଯାଇଛି |

କ୍ରମିକ ସଂଖ୍ୟା ବର୍ଗ ଆକାର ସଂଖ୍ୟା
1 A 62450 23
2 B 741 Sqr. Ft 3
3 C 1248 Sqr. Ft 4.
4 D 1365 Sqr. Ft 4.
ମୋଟ: 34 (PKDA ଅଂଶ)