Please Wait

Members of Authority

The Govt. in H. & U.D.Deptt. has notified the constitution of Puri Konark Development Authority with following Members

Sl.No. Designation Post Held
1 The Commissioner-Cum-Secretary to Govt. in Works Deptt. Chairman
2 Principal Secretary to Govt. H.&U.D.Deptt. or his representative Member
3 Collector , Puri Vice-Chairman, PKDA
4 Chairperson, Puri Municiaplity Member
5 Chairperson, Konark NAC Member
6 Chairperson, Nimapara NAC Member
7 Chief Town Planner & DTP, Odisha, Planning Member (Part time). Member
8 Addl. Chief Engineer Works Deptt. Engineer Member (Part time). Member
9 Secretary PKDA , Finanace Member Member
10 Director Town Planning Odisha, Bhubaneswar Member (Spl. Invitee)
କତୃପକ୍ଷଙ୍କ ସଭ୍ୟମାନେ

ସରକାର, H. & U.D.Deptt ଅଧୀନରେ ନିମ୍ନଲିଖିତ ସଦସ୍ୟମାନଙ୍କୁ ନେଇ ପୁରୀ କୋଣାର୍କ ଉନ୍ନୟନ କତୃପକ୍ଷ ଗଠନ କରାଗଲା ବୋଲି ଘୋଷଣା ପତ୍ର ଜାରି ଅକରିଛନ୍ତି |

କ୍ର ସଂଖ୍ୟା ପଦବୀ ଭୂମିକା
1 କମିଶନର –ତଥା- ସଚିବ ପୂର୍ତ୍ତ ବିଭାଗ ଅଧକ୍ଷ
2 ସରକାରଙ୍କ ମୁଖ୍ୟ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ବିଭାଗ କିମ୍ବା ତାଙ୍କର ପ୍ରତିନିଧୀ ସଦସ୍ୟ
3 ଜିଲ୍ଲାପାଳ, ପୁରୀ ଉପାଧକ୍ଷ, ପିକେଡିଏ
4 ନଗରପାଳ, ପୁରୀ ପୌରପାଳିକା ସଦସ୍ୟ
5 ନଗରପାଳ , କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ସଦସ୍ୟ
6 ନଗରପାଳ , ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଦସ୍ୟ
7 ଚିଫ୍ ଟାଉନ୍ ପ୍ଲାନର୍ ଏବଂ ଡିଟିପି, ଓଡିଶା, ଯୋଜନା ସଦସ୍ୟ (ସାମୟିକ ) ସଦସ୍ୟ
8 ଚିଫ୍ ଟାଉନ୍ ପ୍ଲାନର୍ ଏବଂ ଡିଟିପି, ଓଡିଶା, ଯୋଜନା ସଦସ୍ୟ (ସାମୟିକ ) ସଦସ୍ୟ
9 ସଚିବ ପିକେଡ଼ିଏ , ଅର୍ଥ ସଦସ୍ୟ ସଦସ୍ୟ
10 ନିର୍ଦେଶକ ସହରୀ ଯୋଜନା , ଓଡିଶା , ଭୁବନେଶ୍ବର ସଦସ୍ୟ (ସ୍ଵତନ୍ତ୍ର ଆମନ୍ତ୍ରିତ )
PKDA Jurisdiction

The PKDA has been constituted covering the following Revenue villages.

Sl.No. Name of Village Noumbers of villages Area (in Sq. KM) Population
1 PKDA Puri& its adjoining area (34+16)=50 64.10 2,246.25
2 Intervening areas from Puri to Konark (Block 'A') 21 100.24 19,635
3 Konark NAC 7 34.93 188.67
4 Beyond Konark NAC Towards Kakatpur (Block-'B') 14 34.36 11.930
5 Puri to Gorual towards Bramhagiri 6 15.73061 5.369
6 Puri to Satyabadi towards BBSR 24 49.26864 43651
7 Konark NAC to Nimapara NAC + NAC area and Its adjoining 35 78.36619 57194
ପୁରୀ କୋଣାର୍କ ଉନ୍ନୟନ କତୃପକ୍ଷ ଙ୍କ ପରିସୀମା

ନିମ୍ନଲିଖିତ ରାଜସ୍ୱ ଗ୍ରାମଗୁଡ଼ିକୁ ନେଇ ପୁରୀ କୋଣାର୍କ ଉନ୍ନୟନ କତୃପକ୍ଷ ଙ୍କ ପରିସୀମା ଗଠନ କରାଯାଇଛି |

କ୍ରମିକ ସଂଖ୍ୟା ଗ୍ରାମର ନାମ ଗ୍ରାମ ସଂଖ୍ୟା କ୍ଷେତ୍ରଫଳ( ବର୍ଗ କିମି ) ଜନସଂଖ୍ୟା
1 ପୁରୀ ପୌରପାଳିକା ଓ ଏହାର ସଲଗ୍ନ ଅଞ୍ଚଳ (34+16)=50 64.10 2,246.25
2 ପୁରୀ ଓ କୋଣାର୍କ ମଧ୍ୟବର୍ତୀ ଅଞ୍ଚଳ ( ବ୍ଲକ ‘ଏ’ ) 21 100.24 19,635
3 କୋଣାର୍କ ଏନଏସି 7 34.93 188.67
4 କୋଣାର୍କ ଏନଏସି ବାହ୍ୟ ଅଞ୍ଚଳ କାକଟପୁର ଦିଗରେ ( ବ୍ଲକ ‘ବି’ ) 14 34.36 11.930
5 ପୁରୀ ଠାରୁ ଗୋରୁଆଳ ପର୍ଯ୍ୟନ୍ତ ବ୍ରହ୍ମଗିରି ଦିଗରେ 6 15.73061 5.369
6 ପୁରୀ ଠାରୁ ସତ୍ୟବାଦୀ ପର୍ଯ୍ୟନ୍ତ ଭୁବନେଶ୍ବର ଦିଗରେ 24 49.26864 43651
7 କୋଣାର୍କ ଏନଏସି ଠାରୁ ନିମାପଡା ଏନଏସି ଓ ଏହାର ସଲଗ୍ନ ଅଞ୍ଚଳ 35 78.36619 57194
Organization Chart

ସଂଗଠନ ସାରଣୀ